ବିଭୂତି କାନୁନଗୋ ଚାରୁକଳା ଓ କାରୁକଳା ମହାବିଦ୍ୟାଳୟକୁ ସ୍ୱାଗତ

ଛାତ୍ରବୃତ୍ତି

“ବୃତ୍ତି: ମେଧାବୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପଚାଶ ପ୍ରତିଶତ (୫୦%) ଏବଂ ଯୋଗ୍ୟ SC/ST ଛାତ୍ରଛାତ୍ରୀମାନେ ଭତ୍ତା ସୁବିଧା ଉପଭୋଗ କରିବାର ଅଧିକାରୀ ହେବେ ।”