ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
Play
ବିଭୂତି କାନୁନଗୋ ଚାରୁକଳା ଓ କାରୁକଳା ମହାବିଦ୍ୟାଳୟ, ଓଡ଼ିଶାର ମନ୍ଦିରମାଳିନୀ ରାଜଧାନୀ ଭୁବନେଶ୍ୱର ସହରରେ ଅବସ୍ଥିତ, ସୃଜନାତ୍ମକତା ଏବଂ କଳାତ୍ମକ କୌଶଳକୁ ପୋଷଣ କରିବା ପାଇଁ ନିବିଦିତ ଏକ ସୁନାମଧାନ୍ୟ ଶିକ୍ଷାନୁଷ୍ଠାନ ଅଟେ । ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଦୂରଦର୍ଶୀ ବିଭୂତି କାନୁନଗୋଙ୍କ ନାମରେ ନାମିତ ଏହି ମହାବିଦ୍ୟାଳୟ କଳାଶିକ୍ଷା ଏବଂ ସାଂସ୍କୃତିକ ପରିପ୍ରକାଶ ପାଇଁ ଏକ ପ୍ରମୁଖ ଅନୁଷ୍ଠାନ ରୂପେ ପରିଗଣିତ ଅଟେ।